ନ୍ୟାୟବତୀ ପ୍ରମୁଖ ଖବର

Recent Posts

ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୯୦ ଗ୍ରାମ ଠାରୁ ଫାର୍ମକଲୋନୀ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଫାର୍ମକଲୋନୀ ରାସ୍ତାରେ ସ୍କୁଟି କୁ ଧକ୍କା ଦେଲା ବୋଲେରୋ,ଫଳରେ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୨ ଜଣ

କେମସ୍ ର ଉତ୍ତୀର୍ଣ୍ଣ ମେଧା ପ୍ରତିଭାଙ୍କୁ ସିଵିଏସଇ ଦ୍ଵାରା ସମ୍ବର୍ଦ୍ଧିତ

ଚମ୍ପୁଆ: କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ସିଵିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଵିଏସଇ  ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ସିଵିଏସଇ ଭୁବନେଶ୍ବର ସର୍କଲ ଅଧିନରେ

ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଜୟଦେବ ଭବନ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଦର ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ପାର୍ଶ୍ୱରେ ଅନୁଷ୍ଠାନର ସଭାପତି ପ୍ରାକ୍ତନ ଆୟକର ପ୍ରଧାନ

ପିପଳପଙ୍କା ଡ୍ୟାମ୍ ବନ୍ଦ ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ପୁରୁଷୋତ୍ତମପୁର ବ୍ଳକରେ ପହଞ୍ଚିଲା

ବ୍ରହ୍ମପୁର : ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣକୁ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଚାଲାଣ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆଜି ସପ୍ତମ ଦିବସରେ ପୁରୁଷୋତ୍ତମପୁର ସହରରେ ପହଞ୍ଚିଛି ।

ଯାଜପୁର ଜିଲ୍ଲା ଲେଖିକା ସଂସଦ ର ଆନ୍ତର୍ଜାତିୟ କଵିତା ଦିବସ ପାଳନ

ବ୍ୟାସନଗର: ସ୍ଥାନୀୟ କ୍ରୀଷ୍ଣା ଇନଟରନେସନାଲ ସ୍କୁଲପରିସରରେ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ ବିଶ୍ଵ କଵିତା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ସଭାପତି ହିରଣ୍ମୟୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ସୀମା ମିଶ୍ର ଙ୍କ ଵେଦପାଠ ରୁ ଆରମ୍ଭ

ଭିତ୍ତିଭୂମି ଥାଇ ବି ଅବହେଳିତ କରଞ୍ଜକୋଟ ଡ୍ୟାମ

ପର୍ଯ୍ୟଟନ ମାନଚିତ୍ରରେ କେବେ ପାଇବ ସ୍ଥାନମୁହଁ ଫେରାଇବାକୁ ବସିଲେଣି ପର୍ଯ୍ୟଟକ ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାରେ ଶୀତ ଋତୁ ଆସିଲେ ପର୍ଯ୍ୟଟନସ୍ଥଳି ମାନଙ୍କ ରେ ପର୍ଯ୍ୟଟକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଗୋଲାମୁଣ୍ଡା ବ୍ଲକରେ ଅନେକ ପର୍ଯ୍ୟଟନ ସ୍ଥଳି

ପ୍ଲାଣ୍ଟ ନିର୍ମାଣ ନିମନ୍ତେ ପରିବେଶିୟ ମଞ୍ଜୁରୀ ପାଇଁ ଜନଶୁଣାଣି

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବଡବିଲ ତହସିଲ୍ ଅନ୍ତର୍ଗତ ଦୁବୁନା  ଗ୍ରାମରେ ହାଇ ଗ୍ରେଡ ମିନେରାଲ ଦ୍ଵାରା ଏକ ବେନିଫିସିଆରି ପ୍ଲାଣ୍ଟ ଗଠନ ନିମନ୍ତେ ପ୍ରଭାବିତ ଗ୍ରାମବାସୀଙ୍କୁ ନେଇ ଏକ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇ ଯାଇଛି, ସୂଚନା ରୁ

ଯୁବ ପିଢ଼ିକୁ ମତୁଆଲା କରୁଛି ହୁକ୍କା ବାରର ବେଆଇନ ନିଶା କାରବାର

ବ୍ରହ୍ମପୁର ( କାଳୀ ପ୍ରସାଦ ରଥ): ଆଧୁନିକ ପରିବେଶରେ ଏବଂ ବିନା ଲାଇସେନ୍ସରେ ହେଉଥିଲା ବେଧଡକ ନିଶା କାରବାର । ବିଶେଷ କରି ଯୁବ ପିଢ଼ି ଏହାକୁ ଆକୃଷ୍ଟ ହୋଇ ଆସୁଥିବା ବେଳେ ଏହାର ଖୋଜ ଖବର ପାଇ ପାରୁନଥିଲା ପୋଲିସ । ଆଜି ପର୍ଯ୍ୟନ୍ତ ବେଧଡକ ଭାବେ ଚାଲୁଥିଲା ନିଶା

ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ

କଳିଙ୍ଗନଗର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପଙ୍କପାଳ ଠାରେ ତା-୨୮-୦୨-୨୦୨୫ ରିଖ ଦିନ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଓ ଆମ ଖେଳଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ

ସିମେଣ୍ଟ କମ୍ପାନୀ ତରଫରୁ ରିୱାର୍ଡ କନେକ୍ଟ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର  : ଯାଜପୁର ରୋଡ ବା ବ୍ୟାସନଗର ସହର ସ୍ଥିତ ମେନ୍ ରୋଡ ରେ ଥିବା ହୋଟେଲ ଯଯାତିରେ ଆଜି ଏସିସି ଓ ଅମ୍ବୁଜା ସିମେଣ୍ଟ କମ୍ପାନୀ ତରଫରୁ ରାଜ୍ୟର ସମସ୍ତ ଡିଲର ମାନଙ୍କୁ ନେଇ ବିଭିନ୍ନ ଜିଲ୍ଲାରେ ଏକ ରିୱାର୍ଡ କନେକ୍ଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ

ଅଧ୍ୟାପକ ଡ. ପଦ୍ମଲୋଚନ ରାଉତଙ୍କୁ “ବିଦୁଷ ଭାରତୀ ସମ୍ମାନ”

କାଲିମେଳା : ସ୍ଥାନୀୟ କାଲିମେଳା ଗୋପବନ୍ଧୁ ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପକ , ସୁସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡକ୍ଟର ପଦ୍ମଲୋଚନ ରାଉତଙ୍କୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ବିଶ୍ଵ ମାତୃଭାଷା ଦିବସ ପାଳନ ଅବସରରେ ଉତ୍କଳ ଭାରତୀ ବିଦୁଷ ସଭାର

ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା

ବ୍ୟାସନଗର : ଯାଜପୁର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମିଶନ ଶିକ୍ଷଣ ସାମଗ୍ରୀ ମେଳାକୁ ଯାଜପୁର ସାଂସଦ ଡ ରବିନ୍ଦ୍ର କୁମାର ବେହେରା ଉଦଘାଟନ କରିଥିଲେ। ନୂତନ ଶିକ୍ଷା ନୀତି ପ୍ରଣୟନରେ ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଆକାଶଜ୍ୟୋତି ବିଦ୍ୟାଳୟର ବାର୍ଷିକ ଉତ୍ସବ

ଚମ୍ପୁଆ : ସ୍ଥାନୀୟ ଆକାଶ ଜ୍ୟୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟଅତିଥି ଭାବେ ସହକାରୀ ଜିଲାପାଳ ଫୁରଲାଇ  ବେସ୍ରା, ସମ୍ମାନିତ ଅତିଥି ଭାବେ ମା ତାରିଣୀ ଡାକ୍ତରଖାନାର ନିର୍ଦ୍ଦେଶକ ଗଣେଶ୍ୱର ମହାନ୍ତ,

ଓଡ଼ିଶା ଜୀବିକା ମିଶନ ଇ ସି ମହିଳା ସଂଘର ପ୍ରତିବାଦ

ଏରସମା : ସରକାର ମହିଳା ମାନଙ୍କ ପାଇଁ ଯୋଜନା ପରେ ଯୋଜନା ତିଆରିକରି ଅଧା ବାଟରେ ଛାଡିଦେବା  ଦୁଃଖ ଓ ପରିତାପର ବିଷୟ। ଗୁରୁବାର ପୂର୍ବାହ୍ନ ରେ ଓଡ଼ିଶା ଜୀବିକା ମିଶନ ଇ.ସି ସଂଘର ଶହ ଶହ ମହିଳା ଏରସମା ଜଗନ୍ନାଥ ମନ୍ଦିରରୁ ଏକ ପ୍ରତିବାଦ ପଦଯାତ୍ରା ବାହାରି,ଏରସମା

ସଡକ ସୁରକ୍ଷା ପାଳନ କଲା ଖୋର୍ଦ୍ଧା ପ୍ରେସ କ୍ଲବ

ଖୋର୍ଦ୍ଧା: ଦୀର୍ଘ ଏକ ମାସ ଧରି ପାଳନ ହେଉଥିବା ଷୋଡକ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଖୋର୍ଦ୍ଧା ପ୍ରେସ କ୍ଲବ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଏକ ଶୋଭା ଆୟୋଜନ ହୋଇଥିଲା । ସମସ୍ତ ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ଏହି ଜନ -ଚେତନା ଉତ୍ସବ ପାଳନ

ନ୍ୟାୟବତୀ ପ୍ରମୁଖ ଖବର